Breaking News

ଗଣବଳାତ୍କାର ରେ ହାଜତ କୁ ଗଲେ ଦୁଇ ବଲାତ୍କାରୀ।

ଛତିଆ -୨/୭-(ଏ. ମି. ସ.)=ଗତକାଲି ବୈରୀ ଥାନା ର ସମିଆ ପଂଚାୟତ ଭାଲୁମରା ଜଙ୍ଗଲ ରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ ରେ ଦୁଇ ଆଦିବାସୀ ଭଜମନ ଭୋଇ ୪୨, ଓ ସାନନ୍ଦ ପିହୁ ୩୫ଙ୍କୁ ବୈରୀ ପୋଲିସ୧୪୦/୨୫ରେ ଗିରଫ କରିଥିଲା। ଆଜି ପୋଲିସ ସମସ୍ତତଦନ୍ତ କରିବା ପରେ ଦୁଇ ଯୁବକ ଙ୍କ ଡାକ୍ତରୀ ପରୀକ୍ଷା କରାଇ ବା ପରେ ଚଣ୍ଡିଖୋଲ କୋର୍ଟ ପଠାଇଥିଲେ। ବିଚାରପତି ଉଭୟ ଙ୍କ ବିଚାରକୁ ଖାରଜ କରି ଦୁଇ ଜଣକୁ ବିଚରାବିଭାଗୀୟ ହାଜତ କୁ ପଠାଇ ଦେଇଛନ୍ତି।

Related Articles

Back to top button