Breaking News

ବିଦ୍ୟାଧର ପୁର ରେ ହନୁମାନ ଚାଳିଶା ଓ ହିନ୍ଦୁ ଧର୍ମ ଜାଗରଣ ଆଲୋଚନା ଚକ୍ର 

ଆଜି ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ବିଦ୍ୟାଧର ପୁର ଗ୍ରାମ ରେ ହନୁମାନ ଚାଳିଶା ପାଠ ଓ ହିନ୍ଦୁ ଧର୍ମ ଜାଗରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି, ଛତିଆ ସମାଜ ସେବୀ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ର ରେ ସିଦ୍ଧଗିରି ଆଶ୍ରମ ମହନ୍ତ ବାବାଜୀ ବିଶ୍ୱନାଥ ଦାସ ମହାରାଜ ମୁଖ୍ୟ ଅତିଥି ଓ ସାଧୁ ଦର୍ଶନ ବିଦ୍ୟାର୍ଥୀ କବିନ୍ଦ୍ର ମରାଜ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହିନ୍ଦୁଧର୍ମ ଜାଗରଣ ଉପରେ ଉଦବୋଧନ ଦେଇଥିଲେ, ରଶ୍ମି ରଞ୍ଜନ ବେହେରା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ହନୁମାନ ଚାଳିଶା ପାଠ କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଓ ଯୁବ ସମାଜ ସେବୀ ଦିଲୀପ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଦୟାନିଧି ବିଶ୍ୱାଳ ସୁଧୀର ରଞ୍ଜନ ଓତା ସନ୍ତୋଷ ପ୍ରଧାନ ଓ ସାମ୍ବାଦିକ କାର୍ତ୍ତିକ ରାଉତ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସୌମ୍ୟ ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ,

Related Articles

Back to top button