Breaking News

ମହା ପ୍ରଭୁ ଶ୍ରୀ ଜଗନ୍ନାଥ ବଳିଆର ଭୁଜ ବଳଭଦ୍ର ଦେବୀ ସୁଭଦ୍ରା ଙ୍କୁ ରତ୍ନ ସିଂହାସନ ଉପରେ ଅଳଙ୍କୃତ କରାଯାଇଥିଲା, ନବ ଯୌବନ ବେଶ

16ନମ୍ବର ଜାତୀୟ ରାଜପଥ ଛତିଆ ବାଇ ପାସ ଛକ ସ୍ଥିତ ଜଗନ୍ନାଥ ମନ୍ଦିର ରେ ଆଜି ମହା ପ୍ରଭୁ ଶ୍ରୀ ଜଗନ୍ନାଥ ବଳିଆର ଭୁଜ ବଳଭଦ୍ର ଦେବୀ ସୁଭଦ୍ରା ଙ୍କୁ ରତ୍ନ ସିଂହାସନ ଉପରେ ଅଳଙ୍କୃତ କରାଯାଇଥିଲା, ନବ ଯୌବନ ବେଶ ରେ ସୁ ସଜିତ କରାଯାଇଥିଲା,ଭୋଗ ଆଳତି ଅର୍ପଣ କରାଯାଇଥିଲା, ଭକ୍ତ ମାନେ ତିନି ଠାକୁର ଙ୍କୁ ନବ ଯୌବନ ବେଶରେ ଦର୍ଶନ କରି ଥିଲେ, ଏହା ପରେ ତିନି ଗୋଟି ରଥରେ ନେତ ଚଢ଼ିଥିଲା,ମୁଖ୍ୟ ପୂଜକ ଉପେନ୍ଦ୍ର ଓଝା ଭୋଗ ନିବେଦନ କରିଥିଲେ, ଠିକ ସେହିପରି ଛତିଆ କମ୍ପାନୀ ବଜାର ସ୍ଥିତ ଶାନ୍ତି କୁଟୀର ମଠ ନନା ଟୁଙ୍ଗି ରେ ଶ୍ରୀ ଜୀଉ ଙ୍କୁ ନବ ଯୌବନ ବେଶ ରେ ଭକ୍ତ ମାନେ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିଛନ୍ତି, ମୁଖ୍ୟ ପରିଚାଳକ ଅନନ୍ତ ଚରଣ ସେଣମହା ପ୍ରଭୁ ଙ୍କ ନିକଟରେ ଭୋଗ ଆଳତି ନିବେଦନ କରିଥିଲେ,

Related Articles

Back to top button