Breaking News

ମହେନ୍ଦ୍ରଗଡ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ବିଦାୟକାଳୀନ ସମର୍ଦ୍ଧନା ସଭା l

 

ମୋହନା :୨୬/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ଠାରେ ଥିବା କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଏବଂ ସବୁ ସ୍କୁଲ ମାନଙ୍କର ଶିକ୍ଷକ,ଶିକ୍ଷୟତ୍ରୀ, ପୁରାତନ ଛାତ୍ର ଛାତ୍ରି, ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଉପସ୍ଥିତ ଥିଲେ l ସେ ଏକା ଧାରାରେ ଜଣେ ସାହିତ୍ୱୀକ, ସମାଜସେବୀ, ପରୋପକାର ମଣିଷ ଏବଂ ଏହି ଭଳି ସମାଜସେବା କାର୍ଯ୍ୟପାଇଁ ବହୁତ ଥର ସମ୍ମାନିତ ହେବା ସହ ପୁରସ୍କୃତ ପାଇଛନ୍ତି l ତାଙ୍କର ସ୍କୁଲ ପ୍ରତି ନିଷ୍ଠା, ନିସ୍ଵାର୍ଥପର କାର୍ଯ୍ୟ ପାଇଁ ଅନେକ ଥର ରାଜ୍ୟସରକାରଙ୍କ ଠାରୁ ପୁରସ୍କୃତ ପାଇଛନ୍ତି l

Related Articles

Back to top button