Breaking News
ବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ଉଦେଶ୍ୱରେ ଶୋକ ସଭା


ବଡ଼ଚଣା ବ୍ଲକ ବନ୍ତଳା ପଂଚାୟତ ଅନ୍ତର୍ଗତ କପାଷ୍ଟିକିରି ଗ୍ରାମ ର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମ ଚାରି ସ୍ବର୍ଗତ ସୁରେନ୍ଦ୍ର ସେଠି ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି, ଶିକ୍ଷାବିତ ପରମାନନ୍ଦ ମହାରଣା ଏଥିରେ ଅଧକ୍ଷତା କରିଥିଲେ,ବିଧେଇ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା,ସମାଜ ସେବୀନରେନ୍ଦ୍ର ସେଠି ପ୍ରମୋଦ ସେଠିରଞ୍ଜନ ସେଠି ରମେଶ ସେଠିଜନ୍ମେଜୟ ସେଠି ରୁନୁ ସେଠି ପବିତ୍ର ସେଠି ପ୍ରହଲ୍ଲାଦ ସାହୁ ଅମୁଲ୍ୟ ସ୍ୱାଇଁ ରବୀନ୍ଦ୍ର ସେଠି ଗୋଲଖ ସେଠି ଓ ସାମ୍ବାଦିକ କାର୍ତ୍ତିକ ରାଉତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଝିଅ ଶିକ୍ଷୟତ୍ରୀ ଡଲି ସେଠି କୃତଂଜ୍ଞତା ଜ୍ଞାପନ କରିଥିଲେ,




