Breaking News
କଂଗ୍ରେସ କର୍ମୀ ମାନଙ୍କ ବିଶାଳ ପଟୁଆର ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ଅଫିସ ସନ୍ମୁଖ ଠାରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ


ଆଜି ମୟୂରଭଞ୍ଜ ଜିଲ୍ଲ(ପୂର୍ବ) କଂଗ୍ରେସ କମିଟି ତତଫରୁ, ସଂଯାଜିକା ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ୍, ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରୀୟା ଏବଂ ଜିଲ୍ଲା ର ପର୍ଯ୍ୟବେକ୍ଷକ ଶ୍ରୀ ଯୁକ୍ତ ପଞ୍ଚାନନ ମଣ୍ଡଳ ଙ୍କ ପୌରହିତ୍ୟ ରେ ଏକ ହଜାର ରୁ ଅଧିକ କଂଗ୍ରେସ କର୍ମୀ ମାନଙ୍କ ବିଶାଳ ପଟୁଆର ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ଅଫିସ ସନ୍ମୁଖ ଠାରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମର ଆଗାଜ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ଯଥା ପ୍ରଭାସ କର ମହାପାତ୍ର ମୋରୋଡ।,ପ୍ରମୋଦ କୁମାର ହେମ୍ବ୍ରମ୍ ବାରିପଦା,ଦୁର୍ଗା ଚରଣ ଟୁଡୁ ଉଦଳା, ମୂରଲୀଧର ନାୟକ ବାଂଗ୍ରିପୋଷୀ,ଜ୍ୟୋତି ରଥ, ଯୋଗେଶ ଅଗ୍ରୱାଲ,ନିରୋଜ ଦାସ,ପ୍ରଦୀପ ମିଶ୍ର , ବୃନ୍ଦାବତୀ ମହାପାତ୍ର, ରଶ୍ମୀତା ମିଶ୍ର,ଇତି ମିଶ୍ର,ଛାତ୍ର ନେତା ହରିହର ସାହୁ, ଯୁବ ନେତା ମହମ୍ମଦ ନାଜିର ଉଲ୍ ହକ,ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ କରିଥିଲେ।




