Breaking News

କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ଘରୋଇ ସ୍କୁଲ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଘରୋଇ ଦିଲ୍ଲୀ ପବ୍ଲିକ ସ୍କୁଲ, ଛାତ୍ରଛାତ୍ରୀଙ୍କୁ ନେଇକି ଯାଉଥିବା ବସରେ ମଦ୍ୟପ ଡ୍ରାଇଭର ସଦର ଥାନା ନିକଟ ବ୍ରିଜ ପାଖରେ ସୁଜୁକି ସିଫ୍ଟ ଡିଜାର ଗାଡି କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗାଡ଼ି କୁ କିଛି ସମୟ ଅଟକ ରଖିଥିଲେ। ଦୁର୍ଘଟଣା ଗ୍ରସ୍ତ ଗାଡି ଚାଳକ ଓ କଲେଜ କତୃପକ୍ଷ ସହ ବୁଝାମଣା ହୋଇଥିଲା। ରେଗୁଲାର ବସ ଡ୍ରାଇଭର ନଥିବାରୁ,ଜଣେ ମଦ୍ୟପ ଡ୍ରାଇଭର ବସ ଚଲାଇଥିବା ଜଣା ପଡିଛି, l ମଦ୍ୟପ ଡ୍ରାଇଭର ହାତରେ କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି କି ପବ୍ଲିକ ସ୍କୁଲ? ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button