Breaking News

ଲିଟିଲ ୱାଲଡ଼ ଇଂଲିଶ ମିଡ଼ିଅମ ସ୍କୁଲରେ ଆନ୍ତ ଜାତୀୟ ଯୋଗ ଦିବସ ପାଳିତ l

ଖୋର୍ଦ୍ଧା ତା 22/6/25 ରିଖ ବାଲୁଗାଁ ସ୍ଥିତ ଲିଟିଲ ୱାଲଡ଼ ଇଂଲିଶ ମିଡ଼ିଅମ ସ୍କୁଲରେ ଅତି ସୁନ୍ଦର ଭାବେ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ଅଧକ୍ଷା ନମିତା ଝା ଙ୍କ ଅଧକ୍ଷତାରେ ପିଲାମାନଙ୍କ ଦ୍ୱାର l ଯୋଗ ଗୁରୁ ତ୍ରିଲୋଚନ ବାରିକ ଙ୍କ ନିର୍ଦେଶ ରେ ଅତି ସୁନ୍ଦର ଯୋଗାଅଭ୍ୟାସ କରାଯାଇଥିଲା l ଶିକ୍ଷୟତ୍ରୀ ନିବେଦିତା ଜେନା, ପୁଷ୍ପାଞ୍ଜଳି ମହାପାତ୍ର, ରିତାଞ୍ଜଳୀ ଜାଲି, ସ୍ମୃତି ଶତପଥୀ, ମିନତୀ ମହାପାତ୍ର,ରୋଜି ବିଶ୍ୱାଳ, ସୁନିତା ପାଣିଗ୍ରାହୀ, ଶୃଶ୍ରିତl ପୃଷ୍ଟି, ସୋମା ରୟ,କନକ ସୁଭଦର୍ଶିନୀ ଶିକ୍ଷକ ବିଶ୍ୱରଂଜନ ମଲିକ, ମନୋଜ ବିଶ୍ୱାଳ ଓ ରତ୍ନାକର ନାୟକ ଙ୍କ ମନକୁ ଛୁଁଲା ଭଳି ବାର୍ତ୍ତା ପିଲାମାନଙ୍କୁ ଉତ୍ସାହିତ କରିଥିଲା l ସଭା ପ୍ରାରମ୍ଭରେ ଅତିଥି ବୀଣାପାଣି ରାଜଗୁରୁ ଙ୍କ ଶ୍ରୀଗଣେଶ ବେଦପାଠ ସମସ୍ତଙ୍କ ମନରେ ଆନନ୍ଦ ଭରା ଭକ୍ତି ଆଣିଦେଇଥିଲା l ବାଣପୁର ରୁ ତ୍ରିଲୋଚନ ବାରିକ ଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Back to top button