Breaking News

ହଇଜା ନିରାକରଣ ସଚେତନତା ଶିବିର ଓ ଯୋଗ ଦିବସ ପାଳନ

ଆଜି ବିଶ୍ୱ ଯୋଗ ଦିବସ ଅବସର ରେ ଛତିଆ ଗ୍ରା ପ କାର୍ଯାଳୟ ଠାରେ ହଇଜା ନିରାକରଣ ସଚେତନତା ଶିବିର ଓ ଯୋଗ ଶିକ୍ଷା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, ସରପଞ୍ଚ ରମେଶ ପୃଷ୍ଟି ଙ୍କ ଅଧକଜୟତା ରେ ଆୟୋଜିତ ଶିବିର ରେ ସମିତି ସଭ୍ୟ ଦୀପକ ସାହୁ ଏଏନଏମ ଶୈଳ ମଲିକ ଏଡିଓ ବିଦ୍ୟାଧର ଦଳେଇ ପିଇଓ ଅନାମ ଚରଣ ରାଉତ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଅଙ୍ଗନ ବାଡ଼ି କର୍ମୀ ଆଶା କର୍ମୀ ଉପସ୍ଥିତ ରହିଥିଲେ,ଏଏନଏମ ଶ୍ରୀମତୀ ମଲିକ ମହାମାରୀ ହଇଜା ରୋଗ ର ନିରାକରଣ ସମ୍ପର୍କ ରେ ସଚେତନତା ବାର୍ତା ପ୍ରଦାନ କରିଥିଲେ, ଓ ଏହାର ପ୍ରତିକାର ସମ୍ପର୍କ ରେ ସୂଚନା ପ୍ରଦାନ କେଇଥିଲେ ସରପଞ୍ଚ ଶ୍ରୀ ପୃଷ୍ଟି,ରାମଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ,

Related Articles

Back to top button