ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ


ସାଂସଦ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କ ର ଆଜି 55ତମପବିତ୍ର ଜନ୍ମ ଦିବସ ଉପଲକ୍ଷେ ଛତିଆ ସେବକ ଜରାନିବାସ ରେ ରହୁଥିବା ଅସହାୟ ବିକଳାଙ୍ଗ ବୃଦ୍ଧ ବୃଦ୍ଧା ଓ ମାନସିକ ବିକାର ଗ୍ରସ୍ତ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ଫଳ ମୂଳ ଓ ମିଷ୍ଟାର୍ଣ ବଣ୍ଟନ କରାଯାଇଅଛି, ସେମାନଙ୍କର ଭଲ ମନ୍ଦ ଖବର ପଚାରି ବୁଝିଥିଲେ
ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଶ୍ରୀଯୁକ୍ତ ଅଜୟ କୁମାର ଲଲ୍ଲୁ , କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଡ଼ଃ ସି ଏସ ରାଜ୍ଜନ ଏକ୍କା ଓ କଂଗ୍ରେସ ବିଧାୟିକା ପ୍ରଥି ଦେବସ୍ମିତା ଶର୍ମା ଓଡିଶା ସେବା ଦଳର ଚେଇରମ୍ୟାନ ଶୁଭେନ୍ଦୁ ମହାନ୍ତି କଂଗ୍ରେସ ନେତା,ସୁଧାଂଶୁ ଶେଖର ଦେଓ ,ସନ୍ତୋଷ ଭଳ ,ପିସିସି ମେମ୍ବର ତଥା ବଡ଼ଚଣା ବିକାଶ ପରିଷଦ ଅଧକ୍ଷ ଚିନ୍ମୟ ପ୍ରଧାନ ଓ,ଅଜୟ ସାମଲ ,ଉକ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ ଯୁବ କଂଗ୍ରେସ ନେତା ଶିଶିର ସାମଲ ,ପ୍ରଦୀପ୍ତ ମହାପାତ୍ର ଚନ୍ଦ୍ର ଶେଖର ସ୍ୱାଇଁ ଶିକ୍ଷାବିତ ନିତ୍ୟାନନ୍ଦ ପ୍ରଧାନ ଭରତ କୁମାର ବେହେରା ଓ ମନ୍ଦର ଧର ସ୍ୱାଇଁ, ସେବକ ସଭାପତି ସୁରେଶ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେଉପଦେଷ୍ଟା ଅଶୋକ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ,




