Breaking News
ବିଦେଶୀ ମଦ ଜବତ ଜଣେ ଗିରଫ


ବିଦେଶୀ ମଦ ଜବତ ଜଣେ ଗିରଫ ବୈରୀ ପୁଲିସ ଆଜି ଜଣେ ବେଆଇନ ମଦ ବୁକୁଥିବା ବେଳେ ପୁଲିସ ଗିରଫ କରିଥିଲା l ସୂଚନା ଅନୁସାରେ ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗାଁର ମହେନ୍ଦ୍ର ନାୟକ(62) ମଦ ବିକ୍ରି କରୁଥିବା ବେଳେ ପୁଲିସ ପହଂଚି ତାଙ୍କ ଠାରୁ 5 ଲିଟର 200 ଗ୍ରାମ ବିଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇଥିଲା l




