Breaking News
ସେବାରେ ଭୂଲି ଗଲେ ରଜ ମଉଜ ।


ବୈରୀ ସରପଞ୍ଚ ସ୍ୱାମୀ ଗଙ୍ଗାଧର ଦାସ୍,,ବିପିନ୍ ମହାନ୍ତି ଆଜି ସକାଳୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗନ୍ଧ ମୟ ପରିବେଶ କୁ ସଫା କରିବାରେ ଲାଗି ଛନ୍ତି।
ଓଡ଼ିଶାର ଗଣ ପର୍ବ ରଜ ରେ ଘରେ ଘରେ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ବୈରୀ ଗ୍ରାମର ୨ ବରିଷ୍ଠ ସମାଜସେବୀ ଙ୍କ ସେବା ଦେଖି ବାଟୋଇ ଘାଟୋଇ ଦଣ୍ଡେ ଛିଡା ହୋଇ ଦେଖି ରହି ଯାଉଥିଲେ ଏବଂ ସାଧୁ ବାଦ ଦେଉଥିଲେ।




