Breaking News
ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଏକ ବୈଠକ l


ମୋହନା :୧୪/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମ ରେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ପାଣ ଖ୍ରୀଷ୍ଟିଆନ ସମାଜର ସଭାପତି ଅଭୟ ପରିଛା ଙ୍କ ସଭାପତିତ୍ୱରେ ବୈଠକ ଆୟୋଜନ ହୋଇଯାଇଛି l ଏହି ବୈଠକ ରେ ମୋହନା ବ୍ଲକ ରେ ୩୯ ଗୋଟି ଗ୍ରାମର ପାଣ ଖ୍ରୀଷ୍ଟିଆନ ସମାଜ ର ଲୋକ ମାନେ ଉପସ୍ଥିତ ଥିଲେ l ଏହି ବୈଠକ ର ମୁଖ୍ୟ ବିଷୟ ହେଲା ପାଣ ଖ୍ରୀଷ୍ଟିଆନ ସମାଜ ଏକ ହୋଇ ସଂଙ୍ଗଠନ କୁ ସୁଦୁଡ଼ କରିବା ଏବଂ ସରକାର ଙ୍କ ଯେଉଁ ଜନ ହିତ କାରି ଯୋଜନା ରହିଛି ତାହା କିଭଳି ପାଇଁବା ଏବଂ ମୋହନା ବ୍ଲକ ରେ ପରସ୍ପର ସହ ଭାଇ ଚାରା ସୁଷ୍ଟି କରି ଶାନ୍ତି ଶୁଙ୍ଖଳା ସହ ବଞ୍ଚିବା l




