Breaking News
କଟାମା ଧର୍ମାଅଞ୍ଚଳ ର ମୁଖ୍ୟ ଯାଜକ ବାଇକର ଚକା ସ୍ଲିପ୍ ହୋଇ ଗୁରୁତର


ମୋହନା :୧୩/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ଭରତ ଦୋକାନ ସାମନା ହମ୍ପ୍ସ ପାଖରେ କଟାମା ଧର୍ମାଞ୍ଚଳର ମୁଖ୍ୟଯାଜକ ଫାଦେର ମନୋଜ କୁମାର ନାୟକ ନିଜ ଗାଁ ରାଇପଙ୍କାରୁ କଟାମା ପାରିଶକୁ ଫେରୁଥିବା ବେଳେ ବାଇକ ର ଚକା ସ୍ଲିପ୍ ହୋଇ ରାସ୍ତାରେ ମୁହଁ ମାରି ପଡ଼ି ଯାଇଥିଲେ, ଶେଷରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଣିଗଣ୍ଡା ଆରୋଗ୍ୟ ମନ୍ଦିର ରେ ଭର୍ତ୍ତି କରି ଚିକିତ୍ସା କରିଥିଲେ,ପରବର୍ତ୍ତୀ ସମୟରେ ତାଙ୍କୁ ଭିଶାକା ପାଟଣା କୁ ସ୍ଥାନାନ୍ତରିତ କରାଯାଇଛି।




