Breaking News

ବୈରୀ କଲ୍ୟାଣୀ ମଣ୍ଡପ ର ଶୁଭ ଶିଳା ନ୍ୟାସ

ଆଜି ବଡ଼ଚଣା ବ୍ଲକ ବୈରୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରମଧ୍ୟରେ ବିଧାୟକ ଅମର କୁମାର ନାୟକ ଙ୍କ ଉଦ୍ୟମ ରେ ତଥା ଡାଲମିଆ ସିମେଣ୍ଟ କମ୍ପାନୀ ସହଯୋଗ ରେ 50ଲକ୍ଷ ଟଙ୍କା ଅଟକଳ ରେ ଏକ ନୂତନ କଲ୍ୟାଣୀ ମଣ୍ଡପ ର ଶୁଭ ଶିଳାନ୍ୟାସ ହୋଇଯାଇଅଛି, ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କ କର କମଳ ରେ ଉକ୍ତ ଶିଳାନ୍ୟାସ ଉତ୍ସବ ସମାହିତ ହୋଇଥିଲା, ଡାଲମିଆ ସିମେଣ୍ଟ ର ୟୁନିଟ ହେଡ଼ ପଙ୍କଜ ଗୁପ୍ତା ଏଚ ଆର ଦିଲୀପ ପାଣିଗ୍ରାହୀ ସରପଞ୍ଚ ଲଷ୍ମୀପ୍ରିୟା ଦାସ ସମିତି ସଭ୍ୟ ବିଳାସିନୀ ଖୁଣ୍ଟିଆଓ ସୋଲର ର ପୂର୍ବତନ ସରପଞ୍ଚ ନୀଳମଣି ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ପାରିଆପଂଚାୟତ ର ସରପଞ୍ଚ ବେଣୁଧର ବିଶ୍ୱାଳ ଏଥିରେ ଅଧକ୍ଷତା କରିଥିଲେ,ପ୍ରଦୂଷ ସାହୁ ଅକ୍ଷୟ କୁମାର ସାହୁ ଭାଗ୍ୟଧର ସାହୁ ବିନୋଦ ଦାସ ବିଷ୍ଣୁ ଚରଣ ମଲିକ ସନାତନ ପଲେଇ ଜଗନ୍ନାଥ ମହାପାତ୍ର ବିପିନି ମହାନ୍ତି ଅଶୋକ ପରିଡା ବିପିନକୁମାର ନାୟକ ମୁକୁନ୍ଦ ପ୍ରସାଦ ନାୟକ ଅଶୋକ ସ୍ୱାଇଁ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ପ୍ରମୋଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ,

Related Articles

Back to top button