Breaking News

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ଖାଦ୍ୟ (ପିଠା )ପ୍ରତିଯୋଗିତା

ଆଜି ଛତିଆ ଅମରା ବତୀ ସ୍ଥିତ କଲ୍ୟାଣୀ ମଣ୍ଡପ ରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି, ବିଧାୟକ ଅମର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଥିରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ଗୋଷ୍ଟି ଙ୍କୁ 5000,4000,4000ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରିଥିଲେ,ବିଡ଼ିଓ ରବୀନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ, ବିଭିନ୍ନ ପଂଚାୟତ ର 50ରୁ ଉର୍ଦ୍ଧ ମହିଳା ଗୋଷ୍ଠୀ ନାନାଦି ପ୍ରକାର ସ୍ୱାଦିଷ୍ଟ ପିଠା ଓ ବ୍ୟଞ୍ଜନ ପ୍ରସ୍ତୁତ କରି ନିମନ୍ତ୍ରିତ ଅତିଥି ମାନଙ୍କୁ ି ପରସି ଥିଲେ,ଯୁବ ସମାଜ ସେବୀ ବିକାଶ ମହାପାତ୍ର ନୀଳମଣି ରାଉତ ସ୍ମିତ ରଞ୍ଜନ ପ୍ରଧାନ ରଞ୍ଜନ ସାହ,ଚିନ୍ମୟୀ ସାହୁ ପ୍ରଫୁଲ୍ଲ ବିଶ୍ୱାଳ ଆଭାସ ନାୟକ, ଓ କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ,

Related Articles

Back to top button