Breaking News

ଶମ୍ଭୂ ଚନ୍ଦନ ପରିବାର କୁ ସାହାର୍ଯ୍ୟ ଓ ସହୋଯାଗ ର ହାଥ ବଢେଇଲେ ଅଲ ଷ୍ଟାର୍ କ୍ରିକେଟ କ୍ଲବ


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଜଣାଶୁଣା କ୍ରିକେଟ କ୍ଲବ ହେଉଛି ଅଲ ଷ୍ଟାର ର୍କ୍ରିକେଟ କ୍ଲବ l ସେହି କ୍ଲବ ର ସଦସ୍ୟ ମାନେ ଉକ୍ତ କ୍ଲବ ର ଜାନେ ସଦସ୍ୟ ଶମ୍ଭୂ ଚନ୍ଦନ ମୃତୁ ହୋଇଯାଇଥିବା ଯୋଗୁଁ ପରିବାରର ସଦସ୍ୟ ତଥା ସ୍ତ୍ରୀ ଏବଂ ଛୁଆ ମାନଙ୍କ ସହଯୋଗ ଓ ସାହାର୍ଯ୍ୟ ପାଇଁ ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି l ଉକ୍ତ କାର୍ଯ୍ୟ ରେ ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ମିଶ୍ର ଙ୍କ ସହିତ କୁନାଲ ବେହେରା, ଅର୍ଶଦ ଖାଁ, ପିଣ୍ଟୁ ମିଶ୍ର, ପ୍ରଶାନ୍ତ ମିଶ୍ର, ସୁଧାଂଶୁ ନାୟକ, ବିଜନ ଦାଶ, ମାନସ ବଡଜେନା, ରମାକାନ୍ତ, ବାପି, ସନ୍ତୋଷ, ରାଜେଶ, ମୁନା, ଲିଙ୍ଗ, ବୈକୁଣ୍ଠ, ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏଥିରେ ତାଙ୍କ ପରିବାର ଛୁଆ ମାନଙ୍କର ପାଠ ପଢା ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ କ୍ଲବ ର ସଦସ୍ୟ ମାନେ ଆଗେଇ ଆସିଛନ୍ତି ଯାହାକି ଏକ ମହତ୍ତ୍ଵ କାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି lଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button