Breaking News
ଆଇନଜୀବୀ ପ୍ରଦୀପ ସାହାଣୀ ଙ୍କ ପରଲୋକ।


ସମ୍ବଲପୁର
ମହାନ୍ତିପଡ଼ା ନିବାସୀ ପ୍ରଦୀପ କୁମାର ସାହାଣୀ ଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ର ସକ୍ରିୟ ସଭ୍ୟ ଥିଲେ। ସ୍ଥାନୀୟ ରାଜଘାଟ ରେ ତାଙ୍କ ସେଶକୃତ୍ ସମ୍ପର୍ନ୍ନ ହୋଇଥିବାବେଳେ ପୁଅ ପ୍ରୟାଗ ସାହାଣୀ ମୁଖାଗ୍ନି ଦେଇଥିଲେ। ଆଇନଜୀବୀ ତଥା ବନ୍ଧୁ ପରିଜନ ମହଲ ରେ ଶୋକର୍ ଛାୟା ଖେଳିଯାଇଛି।




