Breaking News

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ଅଭ୍ୟାସ ବର୍ଗ ବାରିପଦାର ସାଇ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ

 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ଅଭ୍ୟାସ ବର୍ଗ ବାରିପଦାର ସାଇ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ଜୁନ ୫ ରୁ ଆରମ୍ଭ ହୋଇ ଜୁନ ୮ରେ ଉଦଯାପିତ ହେଲା l ଏହି ପ୍ରାନ୍ତ ଅଭ୍ୟାସ ବର୍ଗରେ ଢେଙ୍କାନାଳର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି l ଢେଙ୍କାନାଳ ଜ଼ିଲ୍ଲାରୁ ଜ଼ିଲ୍ଲା ପ୍ରମୁଖ ଭାବେ ଚିତ୍ତରଞ୍ଜନ ରାଉତରାୟ, ଜ଼ିଲ୍ଲା ସହ ପ୍ରମୁଖ ଭାବେ ଲଳିତ କୁମାର ବେହେରା, ଜ଼ିଲ୍ଲା ସଂଯୋଜକ ଭାବେ ସୁଭେନ୍ଦୁ ବେହେରା, ଜ଼ିଲ୍ଲା ସହ ସଂଯୋଜକ ବ୍ରହ୍ମା ମଲ୍ଲିକ, ବିଭାଗ SFD ଭାବେ ଲିଟୁ ଦେହୁରୀଙ୍କୁ ଦାୟୁତ୍ୱ ମିଳିଛି l

Related Articles

Back to top button