Breaking News

ମୋହନା ଓ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ  ବିଶ୍ଵ ପରିବେଶ ଦିବସ ପାଳିତ   

 

ମୋହନା :0୬/0୬/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ଓ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଆଜି ପର୍ଯ୍ୟଟନ ସ୍ଥଳୀ ଖସଡ଼ା ଜଳ ପ୍ରପାତ ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିବତୀୟ ଲାମା ଗୁରୁଜୀ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀକାନ୍ତ ବିଷୋୟୀ ଓ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ କୁମାର ବୁର୍ଗ ଙ୍କ ସହ ବନ ବିଭାଗ ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜନ, ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା ପାଇଁ ସଚେତନ କରିଥଲେ l ତାପରେ ଉପସ୍ଥିତ ଅତିଥି, ବନ କର୍ମଚାରୀ ଓ ସ୍ଥାନୀୟ ମହିଳାମାନେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ଜଳ ପ୍ରପାତ ପରିବେଶରେ ସଫେଇ ଅଭିଯାନ କରିଥିଲେ l

Related Articles

Back to top button