Breaking News

, ହରି ରୁକ୍ମଣୀ ଗୋସେବା ଆଶ୍ରମ ଉଦଘାଟିତ

ଆଜି ଛତିଆ ସେବକ ଜରା ନିବାସ ପରିସର ମଧ୍ୟରେ ହରି ରୁକ୍ମଣୀ ଗୋ ସେବା ଆଶ୍ରମ ନୂତନ ଗୃହ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ବିଶିଷ୍ଟ ଶିଳ୍ପ ପତି ଦିନେଶ ଗୁପ୍ତା ଙ୍କ ପବିତ୍ର ଜନ୍ମ ଦିନ ଅବସର ରେ ଏହି ଗୋସେବା ଆଶ୍ରମ ଉଦଘାଟନ କରାଯାଇ ସେବକ ଅନୁଷ୍ଠାନ ଉଦେଶ୍ୟ ରେ ଲୋକାର୍ପଣ କରାଯାଇଅଛି, ସେବକ ର ଗୋ ସେବିକା ମାଧୁରୀ ଦେବୀ ଙ୍କ କର କମଳ ରେ ତଥା ଶ୍ରୀଯୁକ୍ତ ଗୁପ୍ତା ଙ୍କ ସୌଜନ୍ୟ ରୁ ଏହି ନୂତନ ଗୃହ ର ଶୁଭ ଉଦଘାଟନ ହୋଇଥିଲା, ଏଥି ରେ ଅତିଥି ଭାବେ ଯୋଗଦେଇଥିଲେ ସିଦ୍ଧଗିରି ଆଶ୍ରମ ର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ମହାରାଜ, ଆଡ଼ଭୋକେଟ ରାମଚନ୍ଦ୍ର ରାୟ,ଅଶୋକ ସ୍ୱାଇଁ ଶିକ୍ଷାବିତନିତ୍ୟାନନ୍ଦ ପ୍ରଧାନ ମନ୍ଦର ଧର ସ୍ୱାଇଁ ଭରତ କୁମାର ବେହେରା,କୁଞ୍ଜ ବିହାରୀ ଦାସ ସିନ୍ଧୁ ନନ୍ଦିନୀ ସ୍ୱାଇ, ଓ ସୋଲର ସରପଞ୍ଚ ବିଜୟ ସ୍ୱାଇଁ,ଉକ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ ଯୁବ ସମାଜ ସେବୀ ଦୀପକ ଆଚାର୍ଯ୍ୟ ଭାଗ୍ୟଧର ନାଥ ମନିସ ଦୁଗଡ଼ ବେଣୁଧର ନାୟକ ଅଭିରାମ ମଲିକ ମହେନ୍ଦ୍ର ମହାନ୍ତି ହରେକୃଷ୍ଣ ସ୍ୱାଇଁ ସୌମ୍ୟ ରଞ୍ଜନ ବେହେରା ଇଞ୍ଜିନିଅର ଜ୍ଞାନ ରଞ୍ଜନ ବାରିକ ପ୍ରବଞ୍ଜନ ମହାପାତ୍ର ନେତାଜୀ ପଣ୍ଡା କଳିଙ୍ଗ ଓଝା ଓ ରାଜନ ସ୍ୱାଇଁ,ସର୍ବ ଶେଷ ରେ ସେବକ ର ସଭାପତି ସୁରେଶ ବିଶ୍ୱାଳ ଉପସ୍ଥିତ ଅତିଥି ମାନଙ୍କୁ କୃତଂଜ୍ଞତା ଜ୍ଞାପନ କରିଥିଲେ,

Related Articles

Back to top button