Breaking News
ଛତିଆ ଠାରେ ପିସିସି ସଭାପତି ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


16ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାଶ ଙ୍କୁକଂଗ୍ରେସ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଅଛି, ଶ୍ରୀ ଦାଶ ଙ୍କ ସହିତ ଥିଲେ ଓଡିଶା ପ୍ରଭାରୀ ଅଜୟ କୁମାର ଲାଲୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ସଦସ୍ୟ ଶରତ ରାଉତଓ ଯୁବ କଂଗ୍ରେସ ନେତା ସୁଧାଂଶୁ ଦେଓ, ଯୁବ ନେତା ଉମେଶ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ଚମ୍ପା ପୁର ଛତିଆ ସୋଲର ଓ ନେଳିଆ ପଂଚାୟତ ର ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ, ମନୋରଞ୍ଜନ ନାଥ ଅକ୍ଷୟ କୁମାର ସାହୁ ପ୍ରକାଶ କୁମାର ବେହେରା ବିକାଶ ସାମନ୍ତ ରାୟ ଉମେଶ ସାମନ୍ତ ରାୟ ପ୍ରମୁଖ ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଓଡିଶା ହାଇକୋର୍ଟ ର ଯୁବ ଆଇନୀଜୀବୀ ତଥା ଏଆଇପିସି ର ସଭ୍ୟ ମାନସ କୁମାର ସ୍ୱାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ,




