Breaking News

ସକ୍ରିୟ ରାଜନୀତି ର ପୁରୁଖା ନେତା ଭାଗ‍୍ୟଧର ମହାନ୍ତି ଙ୍କ ଅକାଳ ବିୟୋଗ

ଆଜି ବୈରୀ ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି, ଗ୍ରାମ ର ଜଣେ ସକ୍ରିୟ ରାଜନୀତି ର ପୁରୁଖା ନେତା ଭାଗ‍୍ୟଧର ମହାନ୍ତି ଙ୍କ ଅକାଳ ବିୟୋଗ ହୋଇଛ,ଗତ ତିନିଦିନ ତଳେହଠାତ ତାଙ୍କର ବ୍ରେନ ଷ୍ଟୋକ ହୋଇଥିଲାକଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା,,ତାଙ୍କ ବିୟୋଗ ରେ ବୈରୀ ଗ୍ରାମ ବାସି ଅତ୍ୟନ୍ତ ମର୍ମାହତ, ସେ ଜଣେ ସମାଜ ସେବୀପରୋପକାରୀ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସାମିଲ ହବା ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ସମସ୍ତ କାର୍ଯ୍ୟ କର୍ମ କରିବା ତାଙ୍କର ଲକ୍ଷ୍ୟ ଥିଲା, ବୈରୀ ଗ୍ରାମ ର ଜଣେ ସକ୍ରିୟ ସଭ୍ୟ ଙ୍କୁ ହରାଇ ଗ୍ରାମବାସି ଆଜି ଅତ୍ୟନ୍ତ ମର୍ମାହତ,ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତିକ୍ୟାପଟେନ ରାଜ ନାରାୟଣ ମହାପାତ୍ର ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଯୁବ ସମାଜସେବୀ ବିଶ୍ୱଜିତ ମହାନ୍ତି ପ୍ରାକ୍ତନ ସରପଞ୍ଚ ବଳରାମ ସାମଲ ଶିକ୍ଷାବିତ ଦୀନବନ୍ଧୁ ସାମଲ ସରପଞ୍ଚ ପ୍ରତିନିଧି ଗଙ୍ଗାଧର ଦାସ ସମିତି ସଭ୍ୟ ପ୍ରତିନିଧି ତପନ ଖୁଣ୍ଟିଆସମାଜସେବୀ ତ୍ରିଲୋଚନ ନାୟକ ରମାକାନ୍ତ ଖୁଣ୍ଟିଆ ସୁରଜିତ ସାହୁ କ୍ଷିତୀଶ ନାୟକ ନରହରି ସ୍ୱାଇଁ ବୈରୀ ସମବାୟ ସମିତି ସଭାପତି ଭାଗ୍ୟଧର ସାହୁପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ରାଉତରାଜ କିଶୋର ସ୍ୱାଇଁ ସୁଶାନ୍ତ ସ୍ୱାଇଁ ନକୁଳ ସ୍ୱାଇଁ ସୁଶୀଲ ସ୍ୱାଇଁ ଶିବ ଶଙ୍କର ମହାରଣା ପଙ୍କଜ ନାୟକ ପଦ୍ମ ନାଭ ସାମଲ ବଲ୍ଲଭ ସ୍ୱାଇଁ ରବୀନ୍ଦ୍ର ପୃଷ୍ଟି,ଓ ମଧୁସୂଦନ ପରିଡା, ଏକ ବିରାଟ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିଲା, ବଡ଼ ପୁଅ ଦିପୁ ମୁଖାଗ୍ନି ଦେଇଥିଲେ, ସ୍ବର୍ଗତ ମହାନ୍ତି ଙ୍କ ମୃତୁ ରେ ସମଗ୍ର ଅଂଚଳ ରେ ଶୋକର ଛାଇ ଖେଳି ଯାଇଥିବା ଦେଖିବାକୁ ମିଳିଛି,

Related Articles

Back to top button