ଏନ ଏଚ ୨୬ ବନମାଳୀପୁର ରାସ୍ତାରେ ଅର୍ଦ୍ଧ ଦଗ୍ଧ ଅବସ୍ଥା ରେ ପୋଲିସ ଏଏସଆଇ ଙ୍କ ପଡିଛି ମୃତ ଦେହ।


ମୃତକ ପୋଲିସ ଏଏସଆଇ ଜଣକ ହେଲେ ଭବାନୀପାଟଣା ରିଜର୍ଭ ପୋଲିସ ରେ କାର୍ଯ୍ୟରତ ପବିତ୍ର ଗୋଲାପି
କଳାହାଣ୍ଡି ଜିଲ୍ଲା
ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହିତ ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।ମୃତ ଦେହ ହେଉଛି ପୋଲିସ ଏଏସଆଇ ଜଣକ ହେଲେ ଭବାନୀପାଟଣା ରିଜର୍ଭ ପୋଲିସ ରେ କାର୍ଯ୍ୟରତ ପବିତ୍ର ଗୋଲାପି।
ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ବାଇକ ସହ ଜାଳି ଦେଇଥିବା ସନ୍ଦେହ କରାଯାଉ ପାଉଛି ସୂଚନା ମୁତା ମୁତାବକ, ଜୁନାଗଡ଼
ଭବାନୀପାଟଣା ୨୬ ୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଏକ ବାଇକ ସହ ଯୁବ ଯୁବକଙ୍କ ଅଦ୍ଧଦଗ୍ଧ ନୀୟଲୋକେ ମୃତଦେହ ଦେଖୁଥିଲେ ସ୍ଥାନୀୟଲୋକେ । ଏହା ଦେଖି ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ପୋଲିସଙ୍କୁ ଖବର ଦେଇଥିଲେ ଜୁନାଗଡ଼ ପୁଲିସ ପହଞ୍ଚି ଘଟଣା ଶାର ତଦନ୍ତ କରୁଛି । ଖବର ପାଇ ଘଟଣାସୁଳରେ ଯୁବକଙ୍କୁ ହତ୍ୟା କରିବା କରାଯାଇଛିପରେ ବାଇକ୍ ରକ୍ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି lଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




