Breaking News
ପଞ୍ଚାୟତ କାର୍ଯ୍ୟାଳୟ ଚୋରି


ରିପୋର୍ଟ-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ନ୍ୟୁଜ୍ ଢେଂକାନାଳ
ଚୋରି କରିନେଲେ ପଞ୍ଚାୟତ କାର୍ଯ୍ୟାଳୟରୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସୀମିନଇ ଗ୍ରାମ ପଞ୍ଚାୟତ କାଯ୍ୟlଳୟ l ଗତକାଲି ବିଳମ୍ବିତ ରାତିରେ ସିମିନଈ ପଞ୍ଚାୟତରୁ ତାଲା ଭାଙ୍ଗି ଏଲ୍ ସି ଡ଼ି, ସି ସିଟିଭି କ୍ୟାମେରା ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ଲୁଟ। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।




