Breaking News
ଗଜପତି ଜିଲ୍ଲା ପୋଲିସ ଗୃହରକ୍ଷୀ ଇଣ୍ଟରଭ୍ୟୁ ବେଳେ ଜଣେ ମୃତ


ମୃତକ ଜଣକ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ପରିସଲ ଗ୍ରାମର ସୁମନ୍ତ ମିଶାଲ । ଇଣ୍ଟରଭ୍ୟୁର ଦୈାଡ ପ୍ରତିଯୋଗିତା ସମୟରେ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।




