ବୃନ୍ଦାବନ କରଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ


ଛତିଆ,୨୭/୫(ଆ ପ୍ର) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କଇଥା ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମକୁ ପଦଯାତ୍ରା ସ୍ମାରକୀ କୀ ଅବସରର ଶିକ୍ଷାଶ୍ରମର ପୁରାତନ ଛାତ୍ର ଛାତ୍ରୀମାନଙ୍କର ଏକ ମହାମିଳନ ଓ ସଧାରଣ ସଭା ଅନୁଷ୍ଟିତ ହୋଇଥିଲା। କଇଥା – ଚଂପାପୁର ଗାନ୍ଧୀ ଶିକ୍ଷା ଶିକ୍ଷାଶ୍ରମ ପୁରାତନ ଛାତ୍ର ସଂସଦ ସଭାପତି ଧ୍ରୁବ ଚରଣ ପ୍ରଧାନଙ୍କ ସଭାପତି ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଶାନ୍ତିନି ନିକେତନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ପ୍ରତିଭୁ ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତା ଭାବେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂ୧ ସଂଯୋଜକ ଡ ବିଶ୍ୱଜିତ ରାୟ ସମ୍ମାନିତ ଅତିଥ୍ ଭାବେ ଦୈନିକ ସମ୍ବାଦପତ୍ର ପତ୍ର ପ୍ରଗତି ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରୀପାଠୀ ଓ ଜଗନ୍ନାଥ ସୃଷ୍ଟିଧର୍ମ କାର୍ଯ୍ୟାଳୟ ଛତିଆର ସଂସ୍ଥାପିକା କୁମାରୀ ଅପଣ୍ଡା ଯୋଗଦେଇ ଉକ୍ତ ବି ବିଦ୍ୟାଳୟରେ ଦୀର୍ଘ ସାତ ବର୍ଷ ଧରି ଶିକ୍ଷକତା କରିଥିବା ଅବସରପ୍ରାପ୍ତ ପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ କରଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରିବା ସହି 2 ସହିତ ପୁଷ୍ପଗୁଚ୍ଛ, ଉତ୍ତରୀୟ ମାନପତ୍ର ଦେଇ ସମ୍ବନ୍ଧିତ କରିଥିଲେ। କୁମାର ରାଉତ ସଂସଦର ବାର୍ଷିକ ବିବରଣୀ ପାଠ କରିଥିବାବେଳେ କମଳା କାନ୍ତ ପାଲ ଧନ୍ୟବାଦ ଅର୍ପଣ କରିଥିଲେ।




