Breaking NewsEntertainment

ଉଲଦିଆ ସତସଙ୍ଗ କେନ୍ଦ୍ର ର ବାର୍ଷିକ ଉତ୍ସବ

ଛତିଆ ନିକଟ ଆଞ୍ଚଳିକ ସତସଙ୍ଗ କେନ୍ଦ୍ର ଉଲଦିଆ ର 25ତମ ବାର୍ଷିକ ଉତ୍ସବ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 137ତମ ଜନ୍ମ ମହୋତ୍ସବ ଆଜି ପାଳିତ ହୋଇଯାଇଅଛି, କେନ୍ଦ୍ର ଅଧକ୍ଷ ସହ ପ୍ରତି ଋତ୍ଵିକ ବାମନ ଚରଣ ସାହୁ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗୀତା ଉଷା କୀର୍ତନ ଉଷା ବିନତି ଅପରାହ୍ନ ରେ ନଗର ପରିକ୍ରମା କରାଯାଇଥିଲା, ବଂଶୀଧର ପୋଥାଳ ପ୍ରସନ ସାମଲ ଅନଙ୍ଗ ମହାପାତ୍ର ଅଶୋକ ବଳବନ୍ତରାୟ ସୁକାନ୍ତ ଖଟୁଆ ରଘୁନାଥ ପ୍ରଧାନ ଜୈରାମ ବେହେରା ଅମିତ ବେହେରା କାହ୍ନ ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ, ସନ୍ଧ୍ୟା 7ଟାରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସହ ପ୍ରତି ଋତ୍ଵିକ ଜିତେନ୍ଦ୍ର ନାଥ ଷଡ଼ଙ୍ଗୀ ଏଥିରେ ଅଧକ୍ଷତା କରିଥିଲେ, ସହ ପ୍ରତି ଋତ୍ଵିକ ଦେବେନ୍ଦ୍ର କୁମାର ବେହେରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକପାତ କରିଥିଲେ, ଅଧରଯୁକର୍ମୀ ଅକ୍ଷୟକୁମାର ବେହେରା ଅନନ୍ତ ଚରଣ ସାମଲ ଅଭିମନୁ ସାମନ୍ତ ରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ, ପଂଜାଧାରୀ କର୍ମୀ କେଶବ ସାହୁ ଦିଲୀପ ମହାପାତ୍ର ସନାତନ ଦାସ ସୁଶାନ୍ତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ, ସମ୍ବିତ କୁମାର ଓ ମାନସୀ ଦାସ ଭକ୍ତି ସଂଗୀତ ଗାନ କରିଥିଲେ, କାନ୍ନା ଭାଇ କୋରସ ପରିବେଷଣ କରିଥିଲେ, ସମସ୍ତ ଗୁରୁ ଭାଇ ଓ ମାତୃ ମଣ୍ଡଳୀ ତଥା ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,

Related Articles

Back to top button