Breaking NewsCountry

ସ୍ୱାଧୀନତା ଦିବସ ପାଳିତ

– ଆଜି ହେଉଛି ସ୍ୱାଧୀନତା ଦିବସ. ଦେଶ ପାଳୁଛି 78 ତମ ସ୍ୱାଧୀନତା ଦିବସ.ପଲ୍ଲୀ ଠୁ ଦିଲ୍ଲୀ ସ୍ୱାଧୀନତା ଦିବସ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ. ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ପାରାଦ୍ୱୀପ 53 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା aipl ପକ୍ଷରୁ କଣ୍ଟିଗଡ଼ିଆ ଠାରେ ଠିକା ସଂସ୍ଥା କାର୍ଯ୍ୟାଳୟ ରେ ଧୁମଧାମ ରେ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି.aipl କମ୍ପାନୀ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ.ଜାତୀୟ ସଂଗୀତ ଗାନ କରିବା ସହ ଆଜି ଦିନ ର ସ୍ୱତନ୍ତ୍ରତା ନେଇ ଆଲୋକପାତ କରିଥିଲେ.ଆଗାମୀ ଦିନରେ ଦେଶ ମାତୃକା ପାଇଁ ନିଜ ଜୀବନ କୁ ଉସର୍ଗ କରିବା ସହ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କୁ ଉଚ୍ଚ ମାନ ସଠିକ ଭାବେ କରିବା ଓ ଦେଶ ସହ ଭାଗିତା ରେ ନିଜକୁ ସାମିଲ କରିବା ପାଇଁ ଶପଥ ନେଇଥିଲେ.

Related Articles

Back to top button