Breaking News
ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ୍ ବିମାନ ଦୁର୍ଘଟଣାଗସ୍ତ
ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ୍ ବିମାନ ଦୁର୍ଘଟଣାଗସ୍ତ।
୨୮.୦୧.୨୦୨୩-
ଭାରତୀୟ ବାୟୁସେନା ର ସୁଖୋଇ ଓ ମିରାଜ୍-୨୦୦୦ ଦୁଇ ଲଢ଼ୁଆ ବିମାନ ଶନିବାର ଦିନ ନିୟମିତ ଉଡାଣ ପ୍ରଶିକ୍ଷଣ ସମୟ ରେ ମଧ୍ୟପ୍ରଦେଶ ର ମୁରେନା ଜିଲ୍ଲା ରେ ଦୁର୍ଘଟଣାଗସ୍ତ ହୋଇଅଛି। ସୂଚନା ଅନୁଯାୟୀ ମିରାଜ୍-୨୦୦୦ ର ପାଇଲଟ ଙ୍କ ମୃତ୍ୟୁ ବରଣ ହୋଇ ଅଛି। ଏବଂ ଶୁଖୋଇ ବିମାନର ଦୁଇ ପାଇଲଟ ସୁରକ୍ଷିତ ଭାବେ ବାହାର ବାହାରିବାର ସକ୍ଷମ ହୋଇଛନ୍ତି।




