Orisha

ବିମସିର ଦକ୍ଷତା ବୃଦ୍ଧିର କାର୍ଯ୍ୟକ୍ରମ ଜନ ଜୈବବିବିଧତା ପଞ୍ଜିକା ପ୍ରସ୍ତୁତି


ପ୍ଲେସ:-ରାଜନଗର

ତା:- ୧୦/୯/୨୦୨୫ ରିଖ ଡାଙ୍ଗମାଳ ଭିତରକନିକା ଆନୁକୁଲ୍ୟ ରେ ଓଡିଶା ଜୈବ ବିବିଧତା ବୋର୍ଡ ତରଫରୁ ସଦସ୍ୟ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଯାହାର ବିଷୟବସ୍ତୁ :- (ଜନ ଜୈବ ବିବିଧତା ପଞ୍ଜିକା ପ୍ରସ୍ତୁତି ), ଆୟୋଜନ କରାଯାଇଛି । ଏଥିରେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ବାର୍ଦ୍ଧରାଜ୍ ଗାଓଁକର, ଡିସିଏଫ୍ ଶ୍ରୀ ଶିଶିର କୁମାର ମିଶ୍ର, ଏସିଏଫ୍ ଶ୍ରୀ ମାନସ କୁମାର ଦାସ, ବୈଜ୍ଞାନିକ ଶ୍ରୀ ସତ୍ୟରଞ୍ଜନ ବେହେରା ଓ ବୈଜ୍ଞାନିକ ଶ୍ରୀ ପ୍ରସନ୍ନ କୁମାର ନାୟକ, ଆପୁଆ ଏନ୍ ଜିଓ ତରଫରୁ ଶ୍ରୀ ବିଜୟ କୁମାର କବି, ବନପାଳ ଶ୍ରୀ ପ୍ରଶାନ୍ତ କୁମାର ସିଂ, ବନପାଳ ଶ୍ରୀ ନବୀନ କୁମାର ମଲ୍ଲିକ, ବନପାଳ ଶ୍ରୀ ପ୍ରକାଶ ଦାସ , ବନରକ୍ଷୀ ବବୁଲ୍ କୁମାର ପରିଡ଼ା ଓ କଳ୍ପତରୁ ସେଠୀ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )

Related Articles

Back to top button