Education

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ , ଆନ୍ତର୍ଜାତିକ ସାକ୍ଷରତା ଦିବସ

କଣ୍ଟାପଡ଼ା—- ତାଠ୮-୦୯-୨୦୨୫ରିଖ ସୋମବାର ଦିନ ଅମ୍ବିକା ନୋଡାଲ ବିଦ୍ୟାପୀଠ ଉତ୍ତାରଣ ସ୍କୁଲ ପରିଷରରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ , ଆନ୍ତର୍ଜାତିକ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କର ପାଠ ପଢିବା,ଶିକ୍ଷିତ ହେବା,ନୂଆ ଭାରତ ଆମେ ଗଢିବା, ପଢିବା, ପଢେଇବା, ଶିକ୍ଷିତ ସମାଜ ଗଢିବା ଉପରେ ନେଇ ଏହି କାର୍ଯ୍ୟକ୍ରମଟିକରାଯାଇଥିଲା । ଛାତ୍ରଛାତ୍ରୀମାନେ ଏକତ୍ରିତ ରାଲି କରି ହାତରେ ପୋଷ୍ଟରଧରି ସ୍ଲୋଗାନ ସହ ଧାଡି ବାନ୍ଧି ରାସ୍ତାରେ ଯିବାର ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମଟିସବୁସ୍କୁଲମାନଙ୍କରେ ୫ଦିନ ବ୍ୟାପି ଚାଲିବ, ‘lକଣ୍ଟାପଡାରୁ ପୁଷ୍ପଲତା ଦୀକ୍ଷିତ଼ଙ୍କ ରିପୋର୍ଟ ସମର୍ଥସମାଚାର

Related Articles

Back to top button