Education

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁ ଦିବସରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃ ନିଳୟମ୍ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ।

 

ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃ ନିଳୟମ୍ ରେ ଶିକ୍ଷକ ମାନଙ୍କର ସୁଶିକ୍ଷାକୁ ସମ୍ମାନ ଜଣାଇ ୨୨ଜଣ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ମାନପତ୍ର ଜଗନ୍ନାଥ ଫଟ ଉପହାର ଦେଇ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରି ସମ୍ମାନ ଜଣାଇ ଥିଲେ । ଜୀବନକୁ ସରସ ଓ ସୁନ୍ଦର କରି ଗଢ଼ି ତୋଳନ୍ତି ଗୁରୁ, ଗୁରୁଙ୍କ ଆଶୀର୍ବାଦ ଜୀବନରେ ଶ୍ରେଷ୍ଠ ପବିତ୍ର ଗୁରୁ ଦିବସରେ ଆଦର୍ଶ ଗୁରୁ ତଥା ଭାରତର ପୂର୍ବତନ ରାଷ୍ଟ୍ରପତିସ୍ବର୍ଗତ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଥିଲେ ମହାନ ବ୍ୟକ୍ତି ତାଙ୍କ ଜନମ ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ଶିକ୍ଷକ ଗୁରୁ ମାନଙ୍କୁ ସମ୍ମାନ ଦେବା ପାଇଁ ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଦେଖାଇ ଉଚିତ ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ ପବିତ୍ର ଗୁରୁ ଦିବସ ଅବସରରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଗୁରୁ ଗୌରବ ସମ୍ମାନିତ କାର୍ଯ୍ୟକ୍ରମ ଆୟୋଜନ କରି ଶିକ୍ଷକଙ୍କୁ ସମ୍ମାନ ଜଣାଇବା ପ୍ରୟାସକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃ ନିଳୟମ୍ ବିଦ୍ୟାଳୟର ସମସ୍ତ ଅପା ଭାଇ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ରାୟ ଓ ବିଦ୍ୟାଳୟର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଗୁରୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ଭବ ଚାରିଟେବୁଲ ଟ୍ରଷ୍ଟକୁ ପ୍ରଶଂସା କରି ଧନ୍ୟବାଦ ଜଣାଇ ଥିଲେ, ବଡ଼ଚଣା ରୁ କାର୍ତିକ ରାଉତ ଙ୍କ ରିପୋର୍ଟ ସମର୍ଥ ସମାଚାର, ।

Related Articles

Back to top button