Education
ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଚଳିତ ବର୍ଷ25-26ରେ 100 ସିଟ ଆଡ଼ମିଶନ

ଆଜି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଚଳିତ ବର୍ଷ25-26ରେ 100 ସିଟ ଆଡ଼ମିଶନ ହେବା ଉଦେଶ୍ୟ ରେ ତାଳଚେର ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇବା ସହିତ ମିଠା ବଣ୍ଟନ କରାଯାଇଛି