Education

କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ରକ୍ଷା ବନ୍ଧନ ପାଳିତ

ପୁରୀ- ରାଖୀ ପୁର୍ଣିମା ଅବସରେ ଭାଇ ଓ ଭଉଣୀଙ୍କ ସେହ୍ନ ଶ୍ରଦ୍ଧା ଓ ଭଲ ପାଇବା ଆଜି ପଯ୍ୟନ୍ତ ରହି ଅଛି l ଭାରତ ହଉ କି ବିଶ୍ଵ ହେଉ ସମସ୍ତଙ୍କର ଘରେ ନିଶ୍ଚିତ ଭାବେ ଭାଇ ଭଉଣୀ ଅଛନ୍ତି ଏବଂ ଗୋଟେ ଭାଇର କର୍ତଵ୍ୟ ତାହାର ଭଉଣୀ କି କିଭଳି ରକ୍ଷା କରିବ ସେଥିପାଇଁ ଭଉଣୀ ଟେ ତା ଭାଇ କି ରାଖୀ ବନ୍ଦିଥାନ୍ତି ବିଗତ ଦିନ ରୁ ଏହି ପରମ୍ପରା ଚାଲିଅଛି ଆଜି କଳିଙ୍ଗ ସ୍ମାର୍ଟ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରାଖୀ କିପରି ତିଆରି କରାଯାଏ ତାହା ପିଲାଙ୍କୁ ଶିକ୍ଷା ଦିଆଯାଇଥିଲା l ପିଲାମାନେ ନିଜେ ନିଜେ ରଖି ତିଆରି କରି ହାତରେ ବନ୍ଦେଇଥିଲେ l ରକ୍ଷ୍ୟା ବନ୍ଦନ ଉତ୍ସବ ରେ ସମସ୍ତ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ରାଖୀ ତିଆରି ଓ ପିନ୍ଧିବା ରେ ସହଯୋଗ କରିଥିଲେ l ସ୍କୁଲର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ, ପ୍ରିନସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ଐଶ୍ଵରିଆ ମହାନ୍ତି, ଜ୍ଞାନ ଜ୍ୟୋତି ସିଂ, ପ୍ରିୟଙ୍କା ରଥ, ସାଗରିକ ପ୍ରଧାନ, ସନ୍ଧ୍ୟା ରାଣୀ ବାରିକ, ବିଶ୍ୱଜିତା ମିଶ୍ର, ସନ୍ଧ୍ୟା ରାଣୀ ମହାରଣା, ପ୍ରଲ୍ଲବୀ ମିଶ୍ର 

Related Articles

Back to top button