Breaking News

ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ବ୍ୟାପକ ଜନ ସମାଗମ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ରୋଡ ଶୋ

ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ବ୍ୟାପକ ଜନ ସମାଗମ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ରୋଡ ଶୋ, ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ବ୍ୟାପକ ସମର୍ଥକ* ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ବ୍ୟାପକ ଜନ ସମାଗମ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ରୋଡ ଶୋ, ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ବ୍ୟାପକ ସମର୍ଥକ ରହିଥିବା ଜଣାପଡିଛି। ଆଜି ନବୀନ ପଟ୍ଟନାୟକ ୨ ଘଣ୍ଟା ବିଳମ୍ବରେ ଖରୀଆର ରୋଡ ପୋଲିସ ଥାନା ପଛ ପଟ ପଡିଆ ରେ ଅସ୍ଥାୟୀ ହେଲିପେଡ୍ ରେ ଅବତରଣ କରି ସ୍ଵତ୍ତନ୍ତ୍ର ପ୍ରଚାର ବସ ରେ ଚଢ଼ି ରୋଡ ଶୋ କରିଛନ୍ତି। ତାଙ୍କ ପୂର୍ବରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିର୍ବାଚନ ରୋଡ ଶୋ ରେ ପରିକ୍ରମା କରିଥିଲେ। ସୂର୍ଯ୍ୟ ନଗର, ଏକତା ଛକ ଏବଂ ନୂଆପଡ଼ା ଠାରେ ତିନି ଗୋଟି ସ୍ଥାନରେ ଉଦବୋଧନ ଦେଇଥିଲେ। ସେ ବିଜେଡି କୁ ଭୋଟ ଦିଆ, ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ସହ ସଙ୍ଖ ଚିହ୍ନରେ ଭୋଟ ଭିକ୍ଷା କରିଛନ୍ତି।

Related Articles

Back to top button