Breaking News

ନୂଆପଡା ରେ ପ୍ରାର୍ଥୀ ହିସାବରେ ଭୋଟିଂ ହେଲେ କଂଗ୍ରେସ ର ବିଜୟ ସୁନିଶ୍ଚିତ।

ନୂଆପଡା ନିର୍ବାଚନ ପ୍ରଚାର ଗସ୍ତରେ ଆସିଥିବା ପୂର୍ବତନ ପିସିସି ସଭାପତି ଦ୍ୟୁୟ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଅସୁସ୍ଥ ଥିବା ବର୍ଷିଆନ କଂଗ୍ରେସ ନେତା ରାହସ ବିହାରୀ ବେହେରା ଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଏହି ପ୍ରେରିପେକ୍ଷି ରେ ନିରଞ୍ଜନ ପଟ୍ଟନାୟକ ନୂଆପଡା ରେ ପ୍ରାର୍ଥୀ ହିସାବରେ ଭୋଟିଂ ହେଲେ କଂଗ୍ରେସ ର ବିଜୟ ସୁନିଶ୍ଚିତ। ଲୋକେ ବି ସମର୍ଥନ କରୁଛନ୍ତି। ହେଲେ ଶାସକ ବିଜେପି ଦଳ ଭୋଟର ଙ୍କୁ ଯେଉଁ ହିସାବରେ ଟଙ୍କା ଖର୍ଚ୍ଚ କରୁଛି ପ୍ରଭାବିତ କରିବା ର ପ୍ରୟାସ କରୁଛି, ଭୋଟର ପ୍ରଭାବିତ ହେଲେ ଶାସକ ଦଳ ବି ବିଜୟୀ ହୋଇ ପାରେ ବୋଲି କହିଛନ୍ତି। ବିଜେଡି ପ୍ରାର୍ଥୀ ଅନ୍ୟ ଅଞ୍ଚଳର। ବିଜେପି ପ୍ରାର୍ଥୀ ବ୍ୟବସାୟୀ ଏବଂ ସେ ଦଳ ବଦଳେଇ ବିଜେପି ରୁ ଲଢ଼ିଛନ୍ତି। ଫଳରେ ଭୋଟର ପସନ୍ଦ କରୁ ନାହାନ୍ତି। କଂଗ୍ରେସ ପ୍ରାର୍ଥୀ ସମାଜ ସେବୀ, ସ୍ଥାନୀୟ ଲୋକ ।ଏଣୁ ତାଙ୍କ ପ୍ରତି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜନ ସମର୍ଥନ ରହିଛି। ଉଭୟ ବିଜେଡି ଓ ବିଜେପି ଭାଇ ଭାଇ ହୋଇ ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର 

 

 

Related Articles

Back to top button