ସମାଜସେବୀ ଗୁନା ଆଚlରୀ ଙ୍କ ଦ୍ଵାଦଶ ସ୍ମୃତି ଚାରଣ ସଭା l


ଖୋର୍ଦ୍ଧା ତା ୧୧/୧୧/୨୫ରିଖ ବାଲୁଗାଁ ସ୍ଥିତ ବିଶ୍ୱଜୀବନ୍ ସେବା ସଂଘ ଆନୁକୂଲ୍ୟରେ ବରିଷ୍ଟ ନାଗରିକ ଆବାସ ଠାରେ ସ୍ବର୍ଗତ ଗୁନା ଆଚlରି ଙ୍କ ଦ୍ଵାଦଶ ସ୍ମୃତି ଚାରଣ ସଭା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇ ଅଛି l ଏଥିରେ ବିଶିଷ୍ଟ ପାଲା ଗାୟକ ରାମଚନ୍ଦ୍ର କର, ଅଧ୍ୟାପକ ଆଶିଷ କୁମାର ପତି, ଗଙ୍ଗାଧର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ,ଅଜିତ କୁମାର ମିଶ୍ର ତଥା ୫ ନମ୍ବର କାଉନସିଲର ପ୍ରଶାନ୍ତ କୁମାର ବେହେରା, ପୁରୀ ର ବିଶ୍ଵନାଥ କର, ପ୍ରକାଶ ଚନ୍ଦ୍ର ପତି, ଶ୍ରୀ ବବୁଲ ରଣସିଂହ, ବିଦ୍ୟାଧର ବାରିକ, ତିରୁପତି ରାଜୁ, ବିଶ୍ଵନାଥ ତରାଇ, ମା’ଭଗବତୀ କଳlନିକେତନ୍ ର ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ, ଯୋଗ ଗୁରୁ ତ୍ରିଲୋଚନ ବାରିକ, କଣ୍ଠ ଶିଳ୍ପୀ ରମକୃଷ୍ଣ ମହାରଣା, ଶ୍ରଦ୍ଧାଞ୍ଜଳି ମାନସିଂହ, ଆଲୋକ ମୁଦୁଲି,ଗୁରୁ କିଶୋର ପ୍ରଧାନ, ରକେଶଦାଶ ଅଧିକାରୀ, ନବକିଶୋର ମାଲିଆଦି ଉପସ୍ଥିତ ଥିବାବେଳେ ଭାସ୍କର ପ୍ରଧାନ ପରିଚାଳନା କରିଥିବାବେଳେ ଶେଷରେ ଅଭଡ଼ା ପ୍ରସାଦ ଉପସ୍ଥିତ ଅନ୍ତେବାସୀ ଓ ବ୍ୟକ୍ତି ମାନେ ସେବନ କରିଥିଲେ ଓ ପରିଶେଷରେ ସୂପରିଟେ ଣ୍ଡଣ୍ଟ ଜୟ କୃଷ୍ଣ ପଟ୍ଟନାୟକ ଧନ୍ୟବାଦ୍ ଦେଇ ସଭାସlଙ୍ଗ କରିଥିଲେ l
ବାଣପୁର ରୁ ତ୍ରିଲୋଚନ ବାରିକ ଙ୍କ ରିପୋର୍ଟ ସମର୍ଥ ନିଉଜ ଲ




