Breaking News

ସେବା ମହାନ୍ କାର୍ଯ୍ୟ

 

ଆଜି ମୋହନଗିରି ଧବଳେଶ୍ୱର ଶିବ ମନ୍ଦିର ରେ ଥିବା ପଦ୍ମ ପୋଖରୀର ଦଳ ସଫା କରାଯାଇଥିଲା ଯାହାକି ବହୁତ ଦିନରୁ ପୋଖରୀ ର ମନୋରମ ତଥା ଶୋଭାବର୍ଦ୍ଧନରେ ବ୍ୟାଘାତ ସୃଷ୍ଟି କରୁ ଥିଲା,ଏଣୁ ଏହାକୁ ମୂଳତ୍ପାଟନ କରିବା ପାଇଁ ଶ୍ରୀ ମନୋଜ କୁମାର ନାୟକ ଫାଣ୍ଡି ଅଧିକାରୀ ମୋହନଗିରି ଓ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ମନ୍ଦିର ସଭାପତି ଶ୍ରୀ ବୈଦ୍ୟ ନାରାୟଣ ଭୋଇ, ଉପସଭାପତି ଶ୍ରୀ ମଧୁ ସୁଦନ ବିଶ୍ୱାଳ, ଶ୍ରୀ ଶମ୍ଭୁ ପଧାନ,ଭୋଜରାଜ ଭୋଇ,କୁବେର ପଧାନ,ଆଦିତ୍ୟ ସାହୁ ଓ ବବଲୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଏପରି ମହାନ କାର୍ଯ୍ୟ ତଥା ସାଧୁ ଉଦ୍ୟମ ପାଇଁ ଚିର କୃତଜ୍ଞତା । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button