Breaking News

TPCODL ମନମୁଖୀ କାର୍ଯ୍ୟକ୍ରମ  ନେଇ ତାତିଲେ ଜିଲ୍ଲା ଓକିଲ ସଂଘ ।

ରିପୋର୍ଟ-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ସମାଚାର ଢେଂକାନାଳ

 – ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିଦ୍ୟୁତ ବିଭାଗ ପକ୍ଷରୁ ଘରେଲାଗୁଥିବା ସ୍ମାର୍ଟ ମିଟରକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଦ୍ୟୁତ ବିଭାଗର ଜିଲ୍ଲାରେ ବିଭିନ୍ନ ସ୍ଥାନରେ TPCODL କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ଦେଖା ଦେଇଛି l ଯୋର ଜବରଦସ୍ତ କରି ଘରେ ଘରେ ସ୍ମାର୍ଟ ମିଟର ବସାଇବା ନାରେ ମନମୁଖି କାର୍ଯ୍ୟକରି ଲୋକମାନଙ୍କୁ ହଇରାଣ କରୁଥିବା ଯୋଗୁଁ ଲୋକମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧିବା ଆରମ୍ଭ କଲେଣୀ I ଆଜି ଜିଲ୍ଲା ସିଭିଲ କୋଟ ପରିଶରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ TPCODL କମ୍ପାନୀକୁ ଚେତାଇ ଦେଇଛନ୍ତି । 

 

Related Articles

Back to top button