Breaking News

ମୋ ଗାଁ ରେ ଶ୍ରୀ ସତ୍ୟସାଇ 

 

କେନ୍ଦ୍ରାପଡ଼ା ଜିଲ୍ଲା ରେ ଚାଲିଛି ମୋ ଗାଁ ରେ ସତ୍ୟସାଇ ବାବା ଙ୍କର କାର୍ଯ୍ୟକ୍ରମ, ଭଗବାନ ସତ୍ୟସାଇ ବାବା ଙ୍କର 100 ତମ ଜନ୍ମ ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜ୍ୟୋତି ଯାତ୍ରା, ରୁଦ୍ରମ, ବାଳବିକାଶ, ଗ୍ରାମ ସେବା, ଭଜନ ଏମିତି ଅନେକ କିଛି, ଏଥି ମଧ୍ୟ ରୁ କେନ୍ଦ୍ରାପଡ଼ା ରେ ମୋ ଗାଁ ରେ ସତ୍ୟସାଇ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବରେ ଚାଲିଅଛି, ଗାଁ ର ସମସ୍ତ ଭକ୍ତମାନେ ଏକାଠି ହୋଇ ସକାଳୁ ଓଁ କାର,ନଗର ସଂକୀର୍ତନ,ସଫେଇ, ପୂଜା, ସନ୍ଧ୍ୟା ରେ ଭଜନ, ଅନୁଭୁତି, ସତସଙ୍ଗ, ଆରତୀ ପରେ ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଅଛି, ବାବା ଙ୍କର ଅପୂର୍ଵ ଲୀଳା, ଚମତ୍କାରୀତା ବିଷୟରେ ନିଜନିଜର ଅନୁଭୁତି ଖୁବ ହୃଦୟସ୍ପଶୀ ଥିଲା, ଏ ସମସ୍ତ କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡ଼ା ସମିତି ଆବାହକ ରାଜକିଶୋର ମିଶ୍ର ପରିଚାଳନା କରିଥିଲେ, ଶେଷରେ ନୃସିଂହ ତ୍ରିପାଠୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Related Articles

Back to top button