Breaking News

ପଇଦାଭୂଇଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ୍ୟୁ ଜଣେ ଗୁରୁତର l 

 

 

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଘରୁ ମଧ୍ୟ ରାତ୍ରି ରେ ଦୁଇ ପ୍ରେମୀ ଯୁଗଳ ବାଇକ ଯୋଗେ ଫେରାର ମାରୁଥିବା ବେଳେ ଭାରସାମ୍ୟ ହରାଇ ଘଟିଥିଲା ଦୁର୍ଘଟଣା, ଦୁଇ ପ୍ରେମୀ ଯୁଗଳ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଚଳ ର ହୋଇଥିବା ବେଳେ ମୃତକ ଜଣକ ଛତ୍ରଙ୍ଗ ଗ୍ରାମରଅମୁଲ୍ୟ ବେହେରା l ଗୁରୁତର ଭାବପୁର ଗ୍ରାମର ଅଙ୍କିତା ବେହେରା l ଫୁଲବାଣୀ-ଶୀତଲ ପାଣି ପୂର୍ତ୍ତି ରାସ୍ତା ବଡ଼ଜୋର ନାଳ ବୁଲାଣି ରେ ଘଟିଥିଲା ଦୁର୍ଘଟଣା l ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକ ଓ ମୃତ ଶରୀର ଜବଦ ସହିତ ଗୁରୁତର ଙ୍କୁ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛି l ସେପଟେ ଉଭୟ ପରିବାର ପହଂଚି ଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ ସୂଚନା ଦେଇଛନ୍ତି l

Related Articles

Back to top button