Breaking News
ଜରପଡା ଥାନା ନିକଟରେ ବସ ଓ ବାଇକ୍ ଦୁର୍ଘଟଣା


ଅନୁଗୋଳ(୩୦/୧୦/୨୫) ରିଖ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଅନୁଗୋଳ ଜିଲ୍ଲା ଜରପଡା ଥାନା ନିକଟରେ ବସ ଓ ବାଇକ୍ ଦୁର୍ଘଟଣା ହେଇଥିଲା ବସ୍ ଟି ସମ୍ବଲପୁର ଆଡୁ ଅନୁଗୋଳ ଅଭିମୁଖେ ଯାଉଥିଲା ସଙ୍ଗେ ସଙ୍ଗେ ବାଇକ୍ ଆରୋହୀଙ୍କୁ ଅନଗୋଳ ସରକାରୀ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ସୂଚନା ଏବଂ ଅନୁଗୋଳ ଠାରେ ତାଙ୍କର ମୁତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ବାଇକ ଆରୋହୀ ଜଣଙ୍କ ଠାକୁରଗଡ଼ ଥାନା କୃତିବାସପୁର ଅଞ୍ଚଳର ସେ ତାଳଚେରରୁ ନିଜ ଗାଁ କୁ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ଅନୁଗୋଳ ରୁ କାଳନ୍ଦୀ ବେହେରାଙ୍କ ରିପୋର୍ଟ ସମ୍ରଥ ସମାଚାର।




