Breaking News

ବିଷାକ୍ତ ସାପ କାମୁଡା ରେ ଭଉଣୀ ମୃତ, ଭାଇ ଗୁରୁତ୍ୱର l

 

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)

ବୌଦ୍ଧ ହରଭଙ୍ଗା – ବିଶାକ୍ତ ସାପ କାମୁଡାରେ ଭଉଣି ମୃତ ଭାଇ ଗୁରୁତର, ମୃତକ ହେଲେ ତଳଗାଁ ପଞ୍ଚାୟତ ଡମକୁଜ ଗ୍ରାମର ହରିହର ପୋଢ଼ ଙ୍କ ଝିଅ ଦେବକୀ ପୋଢ଼(ଷଷ୍ଠଶ୍ରେଣୀ ଛାତ୍ରୀ) ଗୁରୁତର ହେଲେ ପୁଅ ପ୍ରହଲ୍ଲାଦ ପୋଢ଼, ଗତ ଶୁକ୍ରବାର ବିଳମ୍ବିତ ରାତିରେ ଭାଇ ଭଉଣୀ ଙ୍କୁ ବିଶାକ୍ତ ସାପ କାମୁଡି ଥିଲା. ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତଳଗାଁ ଏବଂ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ଚିକିତ୍ସିତ ଅବସ୍ଥାରେ ଭଉଣୀ ର ମୃତ୍ୟ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି.

Related Articles

Back to top button