ଜିଲା ସ୍ତରୀ ଅଧିକାରୀ ମାନେ ଅଫିସ ରେ ନ ବସି କ୍ଷେତ୍ର ପରିଦେଷଣ କରି ସମସ୍ୟା ସମାଧାନ କରି ପଦକ୍ଷେପ ନିଅନ୍ତୁ.. ଜିଲାପାଳ


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଆଭାସୀ ମାଧ୍ୟମ ରେ ସୋସିଆଲ ମିଡ଼ିଆ ରେ ବାହାରି ଥିବା ବିଭିନ୍ନ ବିଭାଗ ରେ ନିୟୁଜ ର ସତ୍ୟାସତ୍ୟ ପରୀକ୍ଷା ସହ ସମସ୍ତ ଅଧିକାରୀ ଙ୍କୁ କ୍ଷେତ୍ର ପରିଦର୍ଶନ ସହ ସମସ୍ତ ନିୟୁଜ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦେଲେ ଜ଼ିଲ୍ଲାପାଳ l ଆଜି ସନ୍ଧ୍ୟା 7 ଘଟିକା ସମୟ ରେ ବିଭିନ୍ନ ସମସ୍ୟା ର ସମାଧାନ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ଜ଼ିଲ୍ଲାପାଳ l ନିଜ କାର୍ଯ୍ୟାଳୟ ରେ ନ ବସି ସମସ୍ତ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ସମସ୍ୟା ର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଜ଼ିଲ୍ଲାପାଳ lଅଧିକାରୀ ମାନେ ଖବର ଗୁଡିକ ଉପରେ ଗୁରୁତ୍ୱ ଦେଇ ସମସ୍ୟା ର ସମାଧାନ ଉପରେ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଦେଲେ ଜ଼ିଲ୍ଲାପାଳ ଆଭାସୀ ମାଧ୍ୟମ ରେ ସୋସିଆଲ ମିଡ଼ିଆ ରେ ବାହାରି ଥିବା ବିଭିନ୍ନ ବିଭାଗ ରେ ନିୟୁଜ ର ସତ୍ୟାସତ୍ୟ ପରୀକ୍ଷା ସହ ସମସ୍ତ ଅଧିକାରୀ ଙ୍କୁ କ୍ଷେତ୍ର ପରିଦର୍ଶନ ସହ ସମସ୍ତ ନିୟୁଜ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦେଲେ ଜ଼ିଲ୍ଲାପାଳ l ଆଜି ସନ୍ଧ୍ୟା 7 ଘଟିକା ସମୟ ରେ ବିଭିନ୍ନ ସମସ୍ୟା ର ସମାଧାନ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ଜ଼ିଲ୍ଲାପାଳ l ନିଜ କାର୍ଯ୍ୟାଳୟ ରେ ନ ବସି ସମସ୍ତ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ସମସ୍ୟା ର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ବୌଦ୍ଧ ଜିଲାପାଳ ବିଭୂତି ଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି I ଜିଲାପାଳ ଙ୍କ ପଦକ୍ଷେପ କୁ ଜନ ସାଧାରଣ ଆନନ୍ଦ ପ୍ରକାଶ କରିଛନ୍ତି l




