Orisha
ବୃକ୍ଷ ରୋପଣ କାର୍ଯ୍ୟ କ୍ରମ


ଆଜି ସୋଲର ସ୍ଥିତ ସେବକ ଜରା ନିବାସ ପରିସର ମଧ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, ଇନର ହୁଇଲ କ୍ଲବ ଜାରକା ଓ ରୋଟାରି କ୍ଲବ ଜାରକା ଙ୍କ ମିଳିତ ଉଦ୍ୟମ ରେ ନିମ୍ବ ଓସ୍ତ ନଡ଼ିଆ ଓ କାଜୁ ସମେତ ବିଭିନ୍ନ ଫୁଲ ଜାତୀୟ ଗଛ 50ରୁ ଉର୍ଦ୍ଧ ରୋପଣ କରାଯାଇଅଛି, ସେବକ ସଭାପତି ସୁରେଶ ବିଶ୍ୱାଳ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଆଡ଼ଭୋକେଟ ରାମ ଚନ୍ଦ୍ର ରାୟ ଅଧକ୍ଷତା କରିଥିଲେ,ପ୍ରତିଷ୍ଠିତ ଶିଳ୍ପ ପତି ଦିନେଶ ଗୁପ୍ତା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମିନି କେଦାର ନାଥ ର ପ୍ରତିଷ୍ଠାତା ସତ୍ୟମ ଦାସ, ଓ ଅବସରପ୍ରାପ୍ତ ସିଡିଏମଡ଼ାକ୍ତର ବିଜୟ ଶତପଥି,ଉପଦେଷ୍ଟା ମାଧୁରୀ ଶତପଥି ମନ୍ଦର ଧର ସ୍ୱାଇଁ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଉପ ସଭାପତି ଅଶୋକ ସ୍ୱାଇଁ ସିନ୍ଧୁ ନନ୍ଦିନୀ ସ୍ୱାଇଁ ପ୍ରବଞ୍ଜନ ମହାପାତ୍ର ଭାଗ୍ୟଧର ନାଥ ଷଷଧର ନାୟକ ଓ ଦୀପକ ଆଚାର୍ଯ୍ୟ ଓ ସାମ୍ବାଦିକ କାର୍ତ୍ତିକ ରାଉତ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ,



